or_tn_old/1ti/02/07.md

1.2 KiB

For this purpose

ସେଥିସକାଶେ କିମ୍ବା “ଏହି କାରଣରୁ”

I myself, was made a herald and an apostle

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ମୋତେ, ପାଉଲଙ୍କୁ ଜଣେ ପ୍ରଚାରକ ଓ ପ୍ରେରିତ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

I am a teacher of the Gentiles in faith and truth

ମୁଁ ବିଜାତିମାନଙ୍କୁ ବିଶ୍ବାସ ଓ ସତ୍ୟ ସମ୍ବନ୍ଧୀୟ ଶିକ୍ଷା ଦେଉଅଛି I ଏଠାରେ ପାଉଲ ହୁଏତ “ବିଶ୍ବାସ” ଓ “ସତ୍ୟ”କୁ ବ୍ୟବହାର କରି ଗୋଟିଏ ଚିନ୍ତାଧାରା ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ବିଜାତିମାନଙ୍କୁ ସତ୍ୟ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଉଅଛି” (ଦେଖ: rc://*/ta/man/translate/figs-hendiadys)