or_tn_old/1ti/02/06.md

1.1 KiB

gave himself

ଆପଣା ଇଚ୍ଛାରେ ମୃତ୍ୟୁଭୋଗ କଲେ

as a ransom

ମୁକ୍ତିର ମୂଲ୍ୟ ସ୍ବରୂପେ କିମ୍ବା “ମୁକ୍ତି ପ୍ରାପ୍ତି ନିମନ୍ତେ ପ୍ରାୟଶ୍ଚିତ୍ତ ସ୍ବରୂପେ”

as the testimony at the right time

ଈଶ୍ବର ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ବୋଲି ରହିଥିବା ସାକ୍ଷ୍ୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: ""ଈଶ୍ବର ଯେ ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ଏହା ଉପଯୁକ୍ତ ସମୟରେ ଏକ ପ୍ରମାଣ ଅଟେ” (ଦେଖ: rc://*/ta/man/translate/figs-explicit)

at the right time

ଏହାର ଅର୍ଥ ହେଉଛି ଯେ ଏହା ଈଶ୍ବର ମନୋନୀତ କରିଥିବା ଉପଯୁକ୍ତ ସମୟ I