or_tn_old/1ti/02/01.md

1.1 KiB

Connecting Statement:

ପାଉଲ ତୀମଥିଙ୍କୁ ସମସ୍ତଙ୍କପାଇଁ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I

first of all

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କିମ୍ବା “ଅନ୍ୟ କୌଣସି ବିଷୟ ପୂର୍ବରୁ”

I urge that requests, prayers, intercessions, and thanksgivings be made

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ସମସ୍ତ ବିଶ୍ବାସୀମାନଙ୍କୁ ନିବେଦନ, ପ୍ରାର୍ଥନା, ବିନତି ଓ ଈଶ୍ବରଙ୍କ ନିକଟରେ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ଅନୁରୋଧ କରୁଅଛି” (ଦେଖ: rc://*/ta/man/translate/figs-activepassive)

I urge

ମୁଁ ନିବେଦନ କରୁଛି କିମ୍ବା “ମୁଁ ଅନୁରୋଧ କରୁଛି”