or_tn_old/1ti/01/20.md

1.3 KiB

Hymenaeus ... Alexander

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: rc://*/ta/man/translate/translate-names)

whom I gave over to Satan

ପାଉଲ କହନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ଏହି ଲୋକମାନଙ୍କୁ ଶୟତାନ ହସ୍ତରେ ସମର୍ପଣ କରିଦେଲେ I ସମ୍ଭବତଃ ଏହାର ଅର୍ଥ ହେଉଛି ଯେ ବିଶ୍ବାସୀମାନଙ୍କ ସହଭାଗିତାରୁ ପାଉଲ ସେମାନଙ୍କୁ ଅଗ୍ରାହ୍ୟ କରିଦେଲେ I ଯେହେତୁ ସେମାନେ ଆଉ ସହଭାଗିତାର ଏକ ଅଂଶ ନୁହନ୍ତି, ଶୟତାନ ସେମାନଙ୍କ ଉପରେ କ୍ଷମତା ବିସ୍ତାର କରି ସେମାନଙ୍କର କ୍ଷତି କରିପାରିବ I (ଦେଖ: rc://*/ta/man/translate/figs-metaphor)

they may be taught

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ସେମାନଙ୍କୁ ଶିକ୍ଷା ଦେବେ” (ଦେଖ: rc://*/ta/man/translate/figs-activepassive)