or_tn_old/1ti/01/19.md

1.2 KiB

a good conscience

ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ I ୧ ତୀମଥି ୧:୫ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

some have shipwrecked their faith

ପାଉଲ ଏହି ଲୋକମାନଙ୍କ ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଜାହାଜ, ଯାହା ସମୁଦ୍ରରେ ବୁଡିଯାଇପାରେ I ସେ ଏହା କହିବାର ଅର୍ଥ ହେଉଛି ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟ କରିଦେଇଛନ୍ତି ଓ ଆଉ ଯୀଶୁଙ୍କଠାରେ ବିଶ୍ବାସ କରୁନାହାନ୍ତି I ତୁମେ ଏହାକୁ କିମ୍ବା ଏହିଭଳି ରୂପକକୁ ବ୍ୟବହାର କରିବା ଉଚିତ୍, ଯଦି ତାହା ତୁମର ଯୋଜନାଭୁକ୍ତ ଭାଷାରେ ବୁଝିହେବ I (ଦେଖ: rc://*/ta/man/translate/figs-metaphor)