or_tn_old/1ti/01/18.md

2.4 KiB

I am placing this command before you

ପାଉଲ ଆପଣା ଶିକ୍ଷା ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେସବୁକୁ ଶାରୀରିକ ଭାବରେ ତୀମଥିଙ୍କ ସମ୍ମୁଖରେ ରଖିପାରିବେ I ବିକଳ୍ପ ଅନୁବାଦ: “ମୁଁ ଏହି ଆଜ୍ଞାକୁ ତୁମ ଦାୟିତ୍ବରେ ସମର୍ପଣ କରୁଛି” କିମ୍ବା “ଏହା ମୁଁ ତୁମକୁ ଆଜ୍ଞା କରୁଛି” (ଦେଖ: rc://*/ta/man/translate/figs-metaphor)

my child

ପାଉଲ ତୀମଥିଙ୍କ ସହିତ ଆପଣା ଘନିଷ୍ଠ ସମ୍ପର୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ପାଉଲ ପିତା ଓ ତୀମଥି ସନ୍ତାନ I ଏହା ମଧ୍ୟ ହୋଇପାରେ ଯେ ପାଉଲଙ୍କ ଦ୍ବାରା ତୀମଥି ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ପ୍ରକୃତରେ ମୋର ଜଣେ ପୁତ୍ର ସଦୃଶ” (ଦେଖ: rc://*/ta/man/translate/figs-metaphor)

in accordance with the prophecies previously made about you

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ବିଷୟରେ ଅନ୍ୟ ବିଶ୍ବାସୀମାନେ ଭାବବାଣୀ କରିଥିବା ବିଷୟ ସହିତ ଏକମତ ହୋଇ” (ଦେଖ: rc://*/ta/man/translate/figs-activepassive)

fight the good fight

ତୀମଥି ଈଶ୍ବରଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରୁଥିବା ଜଣେ ସୈନିକ ଅଟନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁଙ୍କପାଇଁ କଠିନ ପରିଶ୍ରମ କରିବା ଜାରିରଖ” (ଦେଖ: rc://*/ta/man/translate/figs-metaphor)