or_tn_old/1ti/01/12.md

1.1 KiB

Connecting Statement:

ପାଉଲ କହୁଛନ୍ତି ଯେ ସେ କିପରି ଅତୀତରେ କର୍ମ କରିଛନ୍ତି ଓ ତୀମଥିଙ୍କୁ ଈଶ୍ବରଙ୍କଠାରେ ଭରସା କରିବାକୁ ଉତ୍ସାହ ଦେଉଛନ୍ତି I

he considered me faithful

ସେ ମୋତେ ବିଶ୍ବସ୍ତ ଜ୍ଞାନ କଲେ କିମ୍ବା “ସେ ମୋତେ ଭରସାଯୋଗ୍ୟ ମଣିଲେ”

he placed me into service

ଈଶ୍ବରଙ୍କ ସେବା କରିବାର କାର୍ଯ୍ୟ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ଜଣକୁ ଅବସ୍ଥାପିତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ସେବା କରିବା ନିମନ୍ତେ ସେ ମୋତେ ଦାୟିତ୍ବ ଦେଲେ” କିମ୍ବା “ଜଣେ ସେବକ ଭାବରେ ସେ ମୋତେ ନିଯୁକ୍ତ କଲେ” (ଦେଖ: rc://*/ta/man/translate/figs-metaphor)