or_tn_old/1ti/01/09.md

1.2 KiB

We know this

କାରଣ ଆମ୍ଭେମାନେ ଏହା ଅନୁଭବ କରୁଅଛୁ କିମ୍ବା “ଆମ୍ଭେମାନେ ଏହା ମଧ୍ୟ ଜାଣୁ”

that law is not made for a righteous man

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ଧାର୍ମିକ ଲୋକ ନିମନ୍ତେ ବ୍ୟବସ୍ଥା ସ୍ଥାପନ କରିନାହାନ୍ତି” (ଦେଖ: rc://*/ta/man/translate/figs-activepassive)

a righteous man

ଏଠାରେ “ଲୋକ” ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜଣେ ଧାର୍ମିକ ବ୍ୟକ୍ତି” କିମ୍ବା “ଜଣେ ଉତ୍ତମ ବ୍ୟକ୍ତି” (ଦେଖ: rc://*/ta/man/translate/figs-gendernotations)

It is made

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ବ୍ୟବସ୍ଥା ସ୍ଥାପନ କଲେ” (ଦେଖ: rc://*/ta/man/translate/figs-activepassive)