or_tn_old/1ti/01/04.md

2.2 KiB
Raw Permalink Blame History

Neither should they pay attention

ବୁଝିହେଉଥିବା ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ମୁଁ ମଧ୍ୟ ଚାହୁଁଛି ଯେ ତୁମ୍ଭେ ସେମାନଙ୍କୁ ସେସବୁରେ ମନଯୋଗ ନ କରିବାକୁ ଆଜ୍ଞା ଦିଅ” (ଦେଖ: rc://*/ta/man/translate/figs-ellipsis)

to stories

ଏଗୁଡିକ ହୁଏତ ସେମାନଙ୍କ ପୂର୍ବପୁରୁଷମାନଙ୍କ ବିଷୟରେ ଗଳ୍ପସବୁ ହୋଇଥାଇପାରେ I

endless genealogies

“ଅଶେଷ” ଭଳି ଅତିରଂଜନ ଶବ୍ଦ ବ୍ୟବହାର କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ବଂଶାବଳୀଗୁଡିକ ଅତି ଲମ୍ବା ଅଟେ I (ଦେଖ: rc://*/ta/man/translate/figs-hyperbole)

genealogies

ଜଣେ ଲୋକର ପିତାମାତା ଓ ପୂର୍ବପୁରୁଷମାନଙ୍କର ଲିଖିତ ବା ମୌଖିକ ତାଲିକା

These cause arguments

ଏସବୁ ଲୋକମାନଙ୍କୁ କ୍ରୋଧର ସହିତ ଅରାଜି କରାଏ I କୌଣସି ଲୋକ ନିଶ୍ଚିତଭାବେ ଜାଣି ନ ଥିବା ଗଳ୍ପ ବା ବଂଶାବଳୀ ବିଷୟରେ ଲୋକମାନେ ଯୁକ୍ତିତର୍କ କରୁଥିଲେ I

rather than helping the plan of God, which is by faith

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କର ଯୋଜନାକୁ ବୁଝିବା, ଯାହା ଆମ୍ଭେମାନେ ବିଶ୍ବାସ ଦ୍ବାରା ଶିକ୍ଷା କରିଥାଉ ତହିଁରେ ଆମ୍ଭମାନଙ୍କୁ ସାହାଯ୍ୟ ନ କରି,” କିମ୍ବା ) “ଈଶ୍ବରଙ୍କ କାର୍ଯ୍ୟ ଯାହା ଆମ୍ଭେମାନେ ବିଶ୍ବାସ ଦ୍ବାରା କରିଥାଉ, ତାହା କରିବାକୁ ଆମ୍ଭମାନଙ୍କୁ ସାହାଯ୍ୟ ନ କରି,”