or_tn_old/1ti/01/03.md

1.3 KiB

General Information:

ଏହି ପତ୍ରରେ “ତୁମ୍ଭେ” ଶବ୍ଦଟି ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Connecting Statement:

ପାଉଲ ତୀମଥିଙ୍କୁ ବ୍ୟବସ୍ଥାର ଭୁଲ୍ ବ୍ୟବହାରକୁ ଅଗ୍ରାହ୍ୟ କରିବାକୁ ଓ ଈଶ୍ବରଙ୍କ ଉତ୍ତମ ଶିକ୍ଷାକୁ ବ୍ୟବହାର କରିବାକୁ ଉତ୍ସାହ ଦେଉଛନ୍ତି I

As I urged you

ଯେ ପ୍ରକାରେ ମୁଁ ତୁମ୍ଭକୁ ବିନତି କରିଅଛି କିମ୍ବା “ଯେ ପ୍ରକାରେ ମୁଁ ତୁମ୍ଭକୁ ଦୃଢ଼ଭାବରେ ଅନୁରୋଧ କରିଅଛି”

remain in Ephesus

ଏଫିସ ନଗରରେ ମୋତେ ଅପେକ୍ଷା କର

a different doctrine

ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଉଥିବା ଶିକ୍ଷାଠାରୁ ଭିନ୍ନ ଏକ ଶିକ୍ଷା” (ଦେଖ: rc://*/ta/man/translate/figs-explicit)