or_tn_old/1th/03/intro.md

888 B

୧ ଥେସଲନୀକୀୟ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସ୍ଥିତି

ଏହି ଅଧ୍ୟାୟରେ ସ୍ଥିର ହୋଇ ରହିବା ବିଷୟକୁ ବୁଝାଇବା ନିମନ୍ତେ ପାଉଲ “ଅଟଳ ରହିବା” ପଦକୁ ବ୍ୟବହାର କରୁଛନ୍ତି I ସ୍ଥିର ହୋଇ ରହିବା କିମ୍ବା ବିଶ୍ବସ୍ତ ରହିବା ବିଷୟକୁ ବୁଝାଇବାର ଏହା ଗୋଟିଏ ସାଧାରଣ ଶୈଳୀ ଅଟେ I “ଇତଃସ୍ତତଃ” ହେବା ବିଷୟକୁ ପାଉଲ ସ୍ଥିରହୋଇ ରହିବାର ବିପରୀତ ଅର୍ଥରେ ବ୍ୟବହାର କରୁଛନ୍ତି I (ଦେଖ: rc://*/tw/dict/bible/kt/faithful)