or_tn_old/1th/03/11.md

2.1 KiB

General Information:

ଏହି ପଦଗୁଡିକରେ, “ଆମ୍ଭମାନଙ୍କ” ଶବ୍ଦଟି ସବୁବେଳେ ସମାନ ଲୋକ ଦଳକୁ ବୁଝାଉନାହିଁ I ନିର୍ଦ୍ଦିଷ୍ଟ ବିଷୟ ଜାଣିବା ନିମନ୍ତେ ଦୟାକରି ଅନୁବାଦ ଟିପ୍ପଣୀକୁ ଦେଖନ୍ତୁ I

May our God ... our Lord Jesus

ପାଉଲ ଆପଣାର ସେବା ଦଳ ସହିତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ସାମିଲ କରୁଛନ୍ତି I (ଦେଖ: rc://*/ta/man/translate/figs-inclusive)

May our God

ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ଯେ ଆମ୍ଭମାନଙ୍କ ଈଶ୍ବର

direct our way to you

ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଚାହୁଁଛନ୍ତି ଯେ ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ସାକ୍ଷାତ କରିବା ନିମନ୍ତେ ଈଶ୍ବର ତାହାଙ୍କୁ ଓ ତାହାଙ୍କର ସଙ୍ଗୀମାନଙ୍କୁ ପଥ ଦେଖାଇ ଦିଅନ୍ତୁ I ତାହାଙ୍କ କହିବାର ଅର୍ଥ ସେ ଚାହାନ୍ତି ଯେ ତାହା କରିବା ନିମନ୍ତେ ଈଶ୍ବର ସେମାନଙ୍କ ନିମନ୍ତେ ତାହା ସମ୍ଭବ କରନ୍ତୁ I (ଦେଖ: rc://*/ta/man/translate/figs-metaphor)

direct our way to you

“ଆମ୍ଭମାନଙ୍କ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, କିନ୍ତି ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Father himself

ଏଠାରେ “ସେ ନିଜେ” ଶବ୍ଦଟି ଗୁରୁତ୍ବ ବଢାଇବାପାଇଁ ପୂର୍ବ ଉଲ୍ଲେଖିତ “ପିତା” ଶବ୍ଦକୁ ବୁଝାଏ I (ଦେଖ: rc://*/ta/man/translate/figs-rpronouns)