or_tn_old/1th/03/09.md

1.4 KiB

For what thanks can we give to God for you, for all the joy that we have before our God over you?

ଏହି ଭାବପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଯାହା ସବୁ କରିଅଛନ୍ତି, ସେଥିନିମନ୍ତେ ଆମ୍ଭେମାନେ ତାହାଙ୍କୁ ଆଉ ଏହାଠାରୁ ଅଧିକ ଧନ୍ୟବାଦ ଦେଇପାରିବୁ ନାହିଁ! ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ, ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଅତିଶୟ ଆନନ୍ଦ କରୁଅଛୁ!” (ଦେଖ: rc://*/ta/man/translate/figs-rquestion)

before our God

ପାଉଲ କହୁଛନ୍ତି ଯେ ସେ ଓ ତାହାଙ୍କର ସଙ୍ଗୀମାନେ ସତେ ଯେପରି ଶାରୀରିକ ଭାବେ ଈଶ୍ବରଙ୍କ ଉପସ୍ଥିତିରେ ଅଛନ୍ତି I ସେ ସମ୍ଭବତଃ ପ୍ରାର୍ଥନାର କାର୍ଯ୍ୟକୁ ଉଲ୍ଲେଖ କରୁଛନ୍ତି I (ଦେଖ: rc://*/ta/man/translate/figs-metaphor)