or_tn_old/1th/03/08.md

747 B

we live

ଏହା ଗୋଟିଏ ରୂଢ଼ି ଯାହା ସନ୍ତୋଷଜନକ ଜୀବନଯାପନକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅତି ଉତ୍ସାହିତ ଅଟୁ” (ଦେଖ: rc://*/ta/man/translate/figs-idiom)

if you stand firm in the Lord

“ଅଟଳ ରହିବା” ଗୋଟିଏ ରୂଢ଼ି ଯାହା ବିଶ୍ବସ୍ତହୋଇ ରହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବ” (ଦେଖ: rc://*/ta/man/translate/figs-idiom)