or_tn_old/1th/03/07.md

1004 B

brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

because of your faith

ଏହା ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସକୁ ବୁଝାଏ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ସକାଶୁ” (ଦେଖ: rc://*/ta/man/translate/figs-explicit)

in all our distress and affliction

“କ୍ଲେଶ” ଶବ୍ଦଟି ସେମାନେ କାହିଁକି “ଦୁଃଖ”ରେ ଅଛନ୍ତି, ତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସମସ୍ତ କ୍ଲେଶ ଦ୍ବାରା ଘଟିଥିବା ସମସ୍ତ ଦୁଃଖରେ” (ଦେଖ: rc://*/ta/man/translate/figs-doublet)