or_tn_old/1th/03/01.md

1.1 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନଙ୍କର ବିଶ୍ବାସକୁ ବଳିଷ୍ଠ କରିବା ନିମନ୍ତେ ସେ ତୀମଥିଙ୍କୁ ପଠାଇ ଅଛନ୍ତି I

we could no longer bear it

ତୁମ୍ଭମାନଙ୍କ ବିଷୟରେ ଚିନ୍ତାଗ୍ରସ୍ତ ହେବା ବିଷୟ ଆମ୍ଭେମାନେ ଆଉ ସହ୍ୟ କରିପାରିଲୁ ନାହିଁ

good to be left behind at Athens alone

ସିଲ୍ବାନ ଓ ମୋ ପାଇଁ ଆଥୀନୀରେ ପଛରେ ରହିବା ଉତ୍ତମ ବୋଧ ହେଲା

it was good

ଏହା ଉପଯୁକ୍ତ କିମ୍ବା “ଏହା ଯୁକ୍ତିଯୁକ୍ତ” ଥିଲା

Athens

ଏହା ଆଖାୟା ପ୍ରଦେଶର ଗୋଟିଏ ନଗର, ଯାହା ବର୍ତ୍ତମାନ ଆଧୁନିକ ଗ୍ରୀସ୍ ରେ ଅଛି I (ଦେଖ: rc://*/ta/man/translate/translate-names)