or_tn_old/1pe/03/20.md

1.1 KiB

when the patience of God was waiting

“ଦୀର୍ଘସହିଷ୍ଣୁ” ଶବ୍ଦଟି ସ୍ବୟଂ ଈଶ୍ବରଙ୍କୁ ବୁଝାଉଥିବା ଗୋଟିଏ ରୂପକ I ପିତର ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକୁ ସତେ ଯେପରି ଜଣେ ବ୍ୟକ୍ତି ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metonymy]])

in the days of Noah, in the days of the building of an ark

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନୋହଙ୍କ ସମୟରେ, ଯେତେବେଳେ ସେ ଜାହାଜ ନିର୍ମାଣ କରୁଥିଲେ” (ଦେଖ: rc://*/ta/man/translate/figs-activepassive)