or_tn_old/1pe/03/13.md

8 lines
1.0 KiB
Markdown

# Connecting Statement:
କିପରି ଖ୍ରୀଷ୍ଟିୟାନ ଜୀବନ ଯାପନ କରିବାକୁ ହେବ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷାଦେବା ଜାରିରଖିଛନ୍ତି I
# Who is the one who will harm you if you are eager to do what is good?
ଯଦି ସେମାନେ ଉତ୍ତମ କାର୍ଯ୍ୟ କରିବେ, ତେବେ କେହି ତାହାଙ୍କର ଅନିଷ୍ଟ କରିବା ସମ୍ଭବତଃ ହୋଇ ନ ପାରିବା ବିଷୟକୁ ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ, ତେବେ କେହି ତୁମ୍ଭମାନଙ୍କର ଅନିଷ୍ଟ କରିବ ନାହିଁ” (ଦେଖ: [[rc://*/ta/man/translate/figs-rquestion]])