or_tn_old/1pe/03/07.md

3.6 KiB

General Information:

ପିତର ନିର୍ଦ୍ଦିଷ୍ଟଭାବରେ ସ୍ବାମୀ ହୋଇଥିବା ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

In the same way

ଏହା ୧ ପିତର ୩:୫୧ ପିତର ୩:୬ରେ ସାରା ଓ ଅନ୍ୟ ସ୍ତ୍ରୀଲୋକମାନେ କିପରି ଆପଣା ଆପଣା ସ୍ବାମୀମାନଙ୍କର ଆଜ୍ଞାବହ ହୋଇଥିଲେ, ତାହାକୁ ଫେରି ଉଲ୍ଲେଖ କରେ I

wives according to understanding, as with a weaker container, a woman

ପିତର ସ୍ତ୍ରୀଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପାତ୍ର ଅଟନ୍ତି, ଯେପରି ପୁରୁଷମାନଙ୍କ ବିଷୟରେ ମଧ୍ୟ ବେଳେବେଳେ କୁହାଯାଏ I ଗୁଣବାଚକ ବିଶେଷ୍ୟ “ଜ୍ଞାନ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଭାର୍ଯ୍ୟାମାନଙ୍କୁ, ଅର୍ଥାତ୍, ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା ପାତ୍ରୀ ଜାଣି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-abstractnouns]])

give them honor as fellow heirs of the grace of life

କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ ଏହାକୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ସମାଦର କର, କାରଣ ସେମାନେ ମଧ୍ୟ ଅନୁଗ୍ରହରେ ଈଶ୍ବରଦତ୍ତ ଅନନ୍ତଜୀବନ ପ୍ରାପ୍ତ ହେବେ” (ଦେଖ: rc://*/ta/man/translate/figs-abstractnouns)

heirs of the grace of life

ଅନନ୍ତଜୀବନ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ଜିନିଷ, ଯାହା ଲୋକେ ଅଧିକାର କରିବେ I (ଦେଖ: rc://*/ta/man/translate/figs-metaphor)

Do this

ଏଠାରେ “ଏହା” ଶବ୍ଦଟି ସ୍ବାମୀମାନେ ସ୍ତ୍ରୀମାନଙ୍କୁ କିପରି ଭାବରେ ବ୍ୟବହାର କରିବା ଉଚିତ, ସେ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପ୍ରକାରେ ତୁମ୍ଭମାନଙ୍କ ପତ୍ନୀମାନଙ୍କ ସହ ବାସ କର” (ଦେଖ: rc://*/ta/man/translate/figs-explicit)

so that your prayers will not be hindered

“ବାଧା ଦେବ”ର ଅର୍ଥ ହେଉଛି କିଛି କରିବାରୁ ଜଣକୁ ନିବୃତ୍ତ କରିବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି କୌଣସି ବିଷୟ ତୁମ୍ଭମାନଙ୍କ ପ୍ରାର୍ଥନାରେ ବାଧା ଉତ୍ପନ୍ନ କରିବ ନାହିଁ” କିମ୍ବା “ଯେପରି ପ୍ରାର୍ଥନା କରୁଅଛ, ସେଥିରୁ ତୁମ୍ଭମାନଙ୍କୁ ଯେପରି କୌଣସି ବିଷୟ ନିବୃତ୍ତ କରିବ ନାହିଁ” (ଦେଖ: rc://*/ta/man/translate/figs-activepassive)