or_tn_old/1jn/04/18.md

1.4 KiB

Instead, perfect love throws out fear

ଏଠାରେ “ପ୍ରେମ” ଭୟକୁ ଦୂର କରିବାର ଶକ୍ତି ଥିବା ବ୍ୟକ୍ତି ସ୍ବରୂପ ବର୍ଣ୍ଣିତ କରାଯାଇଛି । ଈଶ୍ବରଙ୍କ ପ୍ରେମ ସମ୍ପୁର୍ଣ୍ଣ ଅଟେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେତେବେଳେ ଆମମାନଙ୍କ ପ୍ରେମ ପୁର୍ଣ୍ଣ ହୁଏ, ଆମ୍ଭେମାନେ କଦାପି ଭୟଭୀତ ନୋହୁଁ” (ଦେଖ: rc://*/ta/man/translate/figs-personification)

because fear has to do with punishment

କାରଣ ଆମ୍ଭେମାନେ ଭୟ କରିବା ଯଦି ଆମ୍ଭେମାନେ ବିବେଚନା କରୁ ହେ ସେ ଆମ୍ଭମାନଙ୍କୁ ଦଣ୍ଡ ଦେବେ

But the one who fears has not been made perfect in love

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେତେବେଳେ ଏକ ବ୍ୟକ୍ତି ଭୟ କରେ ଯେ ଈଶ୍ବର ତାକୁ ଦଣ୍ଡ ଦେବେ, ତାହାର ପ୍ରେମ ସମ୍ପୁର୍ଣ୍ଣ ନୁହେ” (ଦେଖ: rc://*/ta/man/translate/figs-activepassive)