or_tn_old/1jn/03/19.md

1.2 KiB

Connecting Statement:

ଏଠାରେ ଯୋହନ ଈଶ୍ବରଙ୍କ ପ୍ରତି ଏବଂ ପରସ୍ପର ପ୍ରତି ଆନ୍ତରିକତାର ସହ ବିଶ୍ବସୀମାନେ ପ୍ରେମ କରିବା କ୍ଷମତାକୁ ସମ୍ଭାବିତ ଅର୍ଥ କରନ୍ତି (୧ ଯୋହନ ୩:୧୮)ଏକ ଚିହ୍ନ ଅଟେ ଯାହା ସେମାନଙ୍କ ନୂତନ ଜୀବନ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟତାରୁ ପ୍ରକୃତରେ ଜାତ ହେଲା ।

we are from the truth

ଆମ୍ଭେମାନେ ସତ୍ୟରୁ ଜାତ କିମ୍ବା ଅନ୍ୟ ଏକ ଅନୁବାଦରେ:“ଆମ୍ଭେମାନେ ଯୀଶୁ ଶିକ୍ଷା ଅନୁସାରେ ଜୀବନଯାପନ କରୁଛୁ”

we assure our hearts

ଏଠାରେ “ହୃଦୟ” ଶବ୍ଦ ଭାବନାକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଦୋଷୀ ଅନୁଭବ କରୁ ନାହୁଁ” (ଦେଖ: rc://*/ta/man/translate/figs-metonymy)