or_tn_old/1jn/03/11.md

532 B

General Information:

କୟିନ ଏବଂ ହେବଲ ଆଦମ ଏବଂ ହବାଙ୍କର ପ୍ରଥମ ପୁତ୍ର ଥିଲେ, ପ୍ରଥମ ପୁରୁଷ ଏବଂ ମହିଳା ।

Connecting Statement:

ଏଠାରେ ଯୋହନ ବିଶ୍ବାସୀମାନଙ୍କୁ ସେମାନଙ୍କୁ ସେମାନଙ୍କ ଜୀବନଯାପନ ପ୍ରଣାଳୀ ଦ୍ବାରା ପରସ୍ପର ଚିହ୍ନି ପାରିବେ ଶିକ୍ଷା ଦିଅନ୍ତି ।