or_tn_old/1jn/03/01.md

2.4 KiB
Raw Permalink Blame History

Connecting Statement:

ଏହି ଭାଗରେ ଯୋହନ ବିଶ୍ବାସୀମାନଙ୍କୁ ସେମାନଙ୍କ ନୂତନ ସ୍ବଭାବ ବିଷୟରେ କହନ୍ତି, ଯାହା ପାପ କରିପାରେ ନାହିଁ ।

See what kind of love the Father has given to us

ଚିନ୍ତାକରି ଦେଖ ଯେ ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି

we should be called children of God

ପିତା ଆମ୍ଭମାନଙ୍କୁ ତାହାଙ୍କର ସନ୍ତାନ ବୋଲି ଡାକନ୍ତି

children of God

ଏଠାରେ ଏହାର ଅର୍ଥ ଯେଉଁ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କର ହୋଇଅଛନ୍ତି

For this reason, the world does not know us, because it did not know him

ସମ୍ଭାବିତ ଅର୍ଥଗୁଡିକ ୧) “କାରଣ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ ଏବଂ କାରଣ ଜଗତ ଈଶ୍ବରଙ୍କୁ ଜାଣେ ନାହିଁ, ଏହା ଆମ୍ଭେମାନଙ୍କୁ ଜାଣେ ନାହିଁ” କିମ୍ବା ) “କାରଣ ଜଗତ ଈଶ୍ବରଙ୍କୁ ଜାଣିନଥିଲା, ଏହା ଆମ୍ଭମାନଙ୍କୁ ଜାଣେ ନାହିଁ ।”

the world does not know us, because it did not know him

ଏଠାରେ “ଜଗତ” ଶଦ୍ଦ ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ । ଜଗତ କ’ଣ ଜାଣି ନଥିଲା ତାହା ସ୍ପଷ୍ଟ କରାଯାଇ ପାରେ: ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ ସେମାନେ ଜାଣନ୍ତି ନାହିଁ ଯେ ଆମ୍ଭେମାନେ ଈଶ୍ବରଙ୍କର ବା ଈଶ୍ବରଙ୍କଠାରୁ ଜାତ ଅଟୁ, କାରଣ ସେମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-explicit]])