or_tn_old/1co/14/36.md

1.1 KiB

Did the word of God come from you? Are you the only ones it has reached?

ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କ’ଣ କରନ୍ତୁ ବୋଲି ଇଶ୍ବର ଚାହାନ୍ତି ତାହା କେବଳ କରିନ୍ଥୀୟମାନେ ହିଁ ଜାଣନ୍ତି ନାହିଁ । ବିକଳ୍ପ ଅନୁବାଦ: “ଇଶ୍ବରଙ୍କ ବାକ୍ୟ କରିନ୍ଥରୁ ତୁମ୍ଭମାନଙ୍କ ନିକଟରୁ ଆସିନାହିଁ; ଇଶ୍ବରଙ୍କ ଇଛାକୁ ବୁଝି ପାରିବା ଲୋକ କେବଳ ତୁମ୍ଭେମାନେ ନୁହଁ ।” (ଦେଖ:rc://*/ta/man/translate/figs-rquestion)

the word of God

ଇଶ୍ବରଙ୍କ ବାକ୍ୟ ଏଠାରେ ଇଶ୍ବରଙ୍କ ସନ୍ଦେଶର ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ଇଶ୍ବରଙ୍କ ସନ୍ଦେଶ” (ଦେଖ:rc://*/ta/man/translate/figs-metonymy)