or_tn_old/1co/14/19.md

866 B
Raw Permalink Blame History

than ten thousand words in a tongue

ପାଉଲ ଶବ୍ଦଗୁଡିକୁ ଗଣନା କରୁନାହାଁନ୍ତି, କିନ୍ତୁ ଏହି କଥା ଉପରେ ଜୋର ଦେବା ପାଇଁ ଅତ୍ୟୁକ୍ତିର ବ୍ୟବହାର କରିଛନ୍ତି ଯେ ଲୋକମାନେ ବୁଝି ପାରୁ ନ ଥିବା ଗୋଟିଏ ଭାଷାରେ ଅସଂଖ୍ୟ ଶବ୍ଦ କହିବା ଅପେକ୍ଷା ବୁଝି ପାରିବା ଭାଷାରେ ଅଳ୍ପବାକ୍ୟ କହିବା ଅଧିକ ମୂଲ୍ୟବାନ ଅଟେ । ବିକଳ୍ପ ଅନୁବାଦ: “୧୦, ଶବ୍ଦ” ବା “ବହୁସଂଖ୍ୟକ ବାକ୍ୟ” (ଦେଖ:[[rc:///ta/man/translate/translate-numbers]] ଏବଂ[[rc:///ta/man/translate/figs-hyperbole]])