or_tn_old/1co/14/04.md

641 B

builds up

ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ କରିବା ପାଇଁ ସହାୟତା କରିବା । ୧କରିନ୍ଥୀୟ ୮:୧ ରେ “ନିର୍ମାଣ କରିବା” ର ଅନୁବାଦ ତୁମେ କିପରି ଭାବରେ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଦୃଢ କରିଥାଏ” (ଦେଖ:rc://*/ta/man/translate/figs-metaphor)