or_tn_old/1co/12/31.md

859 B
Raw Permalink Blame History

Zealously seek the greater gifts.

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ମଣ୍ଡଳୀର ନିଷ୍ଠା ସାଧନ କରୁଥିବା ଉତ୍ତମ ଦାନଗୁଡିକୁ ଇଶ୍ବରଙ୍କଠାରୁ ପାଇବା ନିମନ୍ତେ ତୁମ୍ଭେମାନେ ଏକାନ୍ତ ଭାବେ ଚେଷ୍ଟା କରିବା ଉଚିତ୍ ।” ବା ) ତୁମ୍ଭେମାନେ ଆଗ୍ରହର ସହିତ ସେହି ଦାନଗୁଡିକୁ ଲୋଡୁଅଛ ଯାହାକୁ ତୁମ୍ଭେମାନେ ଶ୍ରେଷ୍ଠତର ମନେକର କାରଣ ତୁମ୍ଭମାନଙ୍କୁ ଏପରି ଲାଗେ ଯେ ସେଗୁଡିକ ତୁମ୍ଭମାନଙ୍କ ନିମନ୍ତେ ଅଧିକ ଉଦ୍ଧୀପକ ଅଟେ ।”