or_tn_old/1co/12/29.md

943 B

Are all of them apostles? Are all prophets? Are all teachers? Do all do powerful deeds?

ପାଉଲ ତାଙ୍କର ପାଠକମାନକୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ପୂର୍ବରୁ ଜାଣିଛନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ପ୍ରେରିତ ଅଟନ୍ତି । ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଭାବବାଦୀ ଅଟନ୍ତି । ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଶିକ୍ଷକ ଅଟନ୍ତି । ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଆଶ୍ଚର୍ଯ୍ୟକର୍ମ କରନ୍ତି ।” (ଦେଖ:rc://*/ta/man/translate/figs-rquestion)