or_tn_old/1co/10/16.md

1.9 KiB

The cup of blessing

ପାଉଲ ଇଶ୍ବରଙ୍କ ଆଶୀର୍ବାଦ ବିଷୟରେ କହନ୍ତି ସତେ ଯେମିତି ଏହା ପ୍ରଭୁଭୋଜ ବିଧିରେ ବ୍ୟବହୃତ ହେଉଥିବା ପାତ୍ରର ଦ୍ରାକ୍ଷାରସ ପରି । (ଦେଖ:rc://*/ta/man/translate/figs-metaphor)

that we bless

ଏଥିପାଇଁ ଆମ୍ଭେମାନେ ଇଶ୍ବରଙ୍କୁ ଧନ୍ୟବାଦ ଦେଉଛୁ

is it not a sharing in the blood of Christ?

ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି, ଯେ ସେହି ପାତ୍ରର ଦ୍ରାକ୍ଷାରସ ଯହିଁରୁ ଆମ୍ଭେମାନେ ପାନ କରିଥାଉ ତାହା ଖ୍ରୀଷ୍ଟଙ୍କ ରକ୍ତରେ ଆମ୍ଭମାନଙ୍କର ଅଂଶୀ ହେବା ବିଷୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶୀ ଅଟୁ ।” (ଦେଖ:rc://*/ta/man/translate/figs-rquestion)

The bread that we break, is it not a sharing in the body of Christ?

ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦିଅନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି। ବିକଳ୍ପ ଅନୁବାଦ: “ଆମ୍ଭେମାନେ ରୋଟୀ ଗ୍ରହଣ କରିବା ସମୟରେ ଖ୍ରୀଷ୍ଟଙ୍କ ଶରୀରରେ ସହଭାଗୀ ହୋଇଥାଉ । "" (ଦେଖ:rc://*/ta/man/translate/figs-rquestion)

a sharing in

ଅଂଶ ଗ୍ରହଣ କରିବା ବା “ଅନ୍ୟମାନଙ୍କ ସହିତ ସମାନ ଭାବରେ ସହଭାଗୀ ହେବା”