or_tn_old/1co/10/07.md

840 B

idolaters

ଯେଉଁ ଲୋକମାନେ ମୁର୍ତ୍ତିପୂଜା କରୁଥିଲେ

sat down to eat and drink

ଖାଦ୍ୟ ଖାଇବାକୁ ବସିଲେ

play

ପାଉଲ ଯିହୁଦୀମାନଙ୍କ ଶାସ୍ତ୍ରରୁ ଉଦ୍ଧୃତ କରୁଛନ୍ତି । ତାଙ୍କର ପାଠକମାନେ ଏହି ଗୋଟିଏ ଶବ୍ଦ ଦ୍ବାରା ବୁଝି ପାରିଥିବେ ଯେ ଲୋକମାନେ ଗୀତ ଗାଇ ଓ ନୃତ୍ୟକରି ଏବଂ ଯୌନକ୍ରୀଡାରେ ଆସକ୍ତ ହୋଇ ମୂର୍ତ୍ତିପୂଜା କରୁଥିଲେ, ସେମାନେ କେବଳ ସାଧାରଣ ଆନନ୍ଦର ମଜା ନେଉ ନ ଥିଲେ । (ଦେଖ:rc://*/ta/man/translate/figs-euphemism)