or_tn_old/1co/10/04.md

1.2 KiB

drank the same spiritual drink ... spiritual rock

ସେହି ଜଳ ପାନ କଲେ ଯାହା ପରମେଶ୍ବର ଅଲୌକିକ ଭାବରେ ପଥରରୁ ବାହାର କରିଥିଲେ ... ଅଲୌକିକ ପଥର

that rock was Christ

ସେହି “ପଥର” ଏକ ଆକ୍ଷରିକ ଭୌତିକ ପଥର ଥିଲା, ସେଥିପାଇଁ ଏହାକୁ ଆକ୍ଷରିକଭାବେ ଅନୁବାଦ କରିବା ସବୁଠୁ ଉତ୍ତମ ହେବ । ଯଦି ତୁମ୍ଭମାନଙ୍କ ଭାଷାରେ ଗୋଟିଏ ପଥର “ଜଣେ ବ୍ୟକ୍ତିଙ୍କର ନାମ” ନୁହେଁ, ତେବେ “ପଥର” ଶବ୍ଦଟିକୁ ଖ୍ରୀଷ୍ଟଙ୍କ ଶକ୍ତିର ଲକ୍ଷଣ ସୂଚକ ଶବ୍ଦଭାବେ ବ୍ୟବହାର କରନ୍ତୁ ଯାହା ପଥର ଦ୍ବାରା ସାଧିତ ହୋଇଥାଏ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ସେହି ପଥର ମାଧ୍ୟମରେ କାର୍ଯ୍ୟ କଲେ” (ଦେଖ:rc://*/ta/man/translate/figs-metonymy)