or_tn_old/1co/10/01.md

1.4 KiB

Connecting Statement:

ପାଉଲ ସେମାନଙ୍କ ପ୍ରାଚୀନ କାଳର ଯିହୁଦୀ ପିତୃପୁରୁଷ ମାନଙ୍କର ଅନୈତିକତା ଏବଂ ମୂର୍ତ୍ତିପୂଜାର ଅନୁଭବଗୁଡିକୁ ଉଦାହରଣ ସ୍ବରୂପେ ସ୍ମରଣ କରାଇ ଦେଉଛନ୍ତି ।

our fathers

ଯାତ୍ରା ପୁସ୍ତକରେ ମୋଶାଙ୍କର ସେହି ସମୟକୁ ସୂଚିତ କରି ପାଉଲ କହୁଛନ୍ତି ଯେଉଁ ସମୟରେ ମିସ୍ରିୟ ସୈନିକମାନେ ଇସ୍ରାଏଲ ଲୋକମାନଙ୍କର ପଛରେ ଗୋଡାଉଥିବା ହେତୁ ସେମାନେ ସୂଫସାଗର ମଧ୍ୟ ଦେଇ ପଳାୟନ କରୁଥିଲେ । “ଆମ୍ଭମାନଙ୍କର” ଶବ୍ଦଟି ନିଜକୁ ଏବଂ କରିନ୍ଥୀୟମାନଙ୍କୁ ସୂଚିତ କରେ ଯାହା ଉଭୟଙ୍କୁ ଅନ୍ତର୍ଭୁକ୍ତ କରେ । (ଦେଖ:rc://*/ta/man/translate/figs-inclusive)

passed through the sea

ଏହି ସମୁଦ୍ର ଦୁଇଟି ନାମରେ ପ୍ରସିଦ୍ଧ ଅଟେ, ଲାଲ ସମୁଦ୍ର ଓ ସୂଫସାଗର

passed through

ତହିଁ ମଧ୍ୟ ଦେଇ ଚାଲିଲେ ବା “ତହିଁ ମଧ୍ୟ ଦେଇ ଯାତ୍ରା କଲେ”