or_tn_old/1co/09/26.md

4 lines
817 B
Markdown

# I do not run without purpose or box by beating the air
ଏଠାରେ “ଦୌଡ ପ୍ରତିଯୋଗିତା” ଏବଂ “ମୁଷ୍ଟି ଯୁଦ୍ଧ” ଉଭୟ ଖ୍ରୀଷ୍ଟିୟ ଜୀବନ ଏବଂ ଇଶ୍ବରଙ୍କ ସେବା କରିବାର ରୂପକ ଅଟେ । ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: “ମୁଁ ଭଲ ଭାବରେ ଜାଣିଛି ଯେ ମୁଁ କାହିଁକି ଦୌଡୁଅଛି, ଏବଂ ମୁଷ୍ଟିଯୁଦ୍ଧ କରିବା ବେଳେ ମୁଁ ଜାଣେ ଯେ ମୁଁ କ’ଣ କରୁଅଛି” (ଦେଖ:[[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-doublenegatives]])