or_tn_old/1co/07/24.md

682 B

Brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି ।

when we were called to believe

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ବର ତାହାଙ୍କଠାରେ ବିଶ୍ବାସ କରିବା ପାଇଁ ଆମ୍ଭମାନଙ୍କୁ ଆହ୍ବାନ କଲେ”(ଦେଖ:rc://*/ta/man/translate/figs-activepassive)