or_tn_old/1co/07/21.md

1.2 KiB

Were you ... called you? Do not be ... you can become

ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେ"" ଏବଂ ଆଦେଶବାଚକ ""ହୁଅ"" ଶବ୍ଦ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:rc://*/ta/man/translate/figs-you)

Were you a slave when God called you? Do not be concerned

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ବିଶ୍ବାସ କରିବାକୁ ଇଶ୍ବର ଯେତେବେଳେ ତୁମ୍ଭମାନଙ୍କୁ ଆହ୍ବାନ କଲେ ସେତେବେଳେ ତୁମ୍ଭେମାନେ ଯେଉଁମାନେ ଦାସତ୍ବରେ ଥିଲ, ମୁଁ ତୁମ୍ଭମାନଙ୍କୁ ଏହା କହୁଛି: ସେହି ବିଷୟରେ ଚିନ୍ତା କର ନାହିଁ”(ଦେଖ:rc://*/ta/man/translate/figs-rquestion)