or_tn_old/1co/07/15.md

1.2 KiB

In such cases, the brother or sister is not bound to their vows

ଏଠାରେ ""ଭାଇ"" ଏବଂ ""ଭଉଣୀ"" ଏକ ଖ୍ରୀଷ୍ଟିୟାନ ପତି ବା ପତ୍ନୀକୁ ଦର୍ଶାଏ । ଏଠାରେ ""ସେମାନେ ଆଉ ଆପଣା ପ୍ରତିଜ୍ଞାରେ ଆବଦ୍ଧ ନୁହନ୍ତି"" ଏକ ରୂପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ତାହା କରିବା ପାଇଁ ବାଧ୍ୟ ନୁହେଁ ଯାହା କରିବାକୁ ସେମାନେ ଶପଥ କରିଥିଲେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଏପରି ପରିସ୍ଥିତିରେ, ବିଶ୍ବାସୀ ପତି ବା ବିଶ୍ବାସିନୀ ପତ୍ନୀ ତାଙ୍କର ବୈବାହିକ ପ୍ରତିଜ୍ଞା ପାଳନ କରନ୍ତୁ ବୋଲି ଇଶ୍ବର ଆବଶ୍ୟକ କରନ୍ତି ନାହିଁ"" (ଦେଖ:[[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])