or_tn_old/1co/07/11.md

908 B

be reconciled to her husband

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେ ତାହାର ପତି ସହିତ ଶାନ୍ତି ସ୍ଥାପନ କରି ତାହା ନିକଟକୁ ଫେରି ଆସିବା ଉଚିତ୍ "" (ଦେଖ: rc://*/ta/man/translate/figs-activepassive)

should not divorce

ପାଉଲଙ୍କ ପାଠକମାନେ ଛାଡପତ୍ର ଏବଂ ଅଲଗା ହେବା ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ନ ଥିଲେ । ଉଭୟ ମଧ୍ୟରୁ କୌଣସି ଗୋଟିଏକୁ କରିବାର ଅର୍ଥ ବିବାହକୁ ସମାପ୍ତ କରିଦେବା । ବିକଳ୍ପ ଅନୁବାଦ: ""ଅଲଗା ହେବା ଉଚିତ୍ ନୁହେଁ