or_tn_old/1co/07/05.md

1.1 KiB

Do not deprive each other

ବଞ୍ଚିତ କରିବା"" ଶବ୍ଦର ଅର୍ଥ ଜଣେ ବ୍ୟକ୍ତିଙ୍କୁ କୌଣସି ବସ୍ତୁଠାରୁ ଦୂରେଇ ରଖିବା ଯାହା ପାଇବା ପାଇଁ ତାଙ୍କର ଅଧିକାର ଅଛି । ""ନିଜର ଜୀବନସାଥୀ ସହିତ ବୈବାହିକ ସମ୍ପର୍କ ରଖିବା ନିମନ୍ତେ ମନା କର ନାହି"" (ଦେଖ: rc://*/ta/man/translate/figs-euphemism )

so that you may devote yourselves to prayer

ଏକ ବିଶେଷ ଗଭୀର ପ୍ରାର୍ଥନାର ସମୟ ରଖିବା ପାଇଁ

devote yourselves

ନିଜକୁ ସମର୍ପିତ କର

come together again

ପୁଣିଥରେ ଏକ ସଙ୍ଗରେ ଶୟନ କର

because of your lack of self-control

କାରଣ କିଛି ଦିନ ପରେ, ତୁମ୍ଭମାନଙ୍କର ଯୌନ ଇଛାଗୁଡିକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହେବ ।