or_tn_old/1co/07/03.md

773 B

sexual rights

ପତି ଏବଂ ପତ୍ନୀ ଉଭୟ ନିୟମିତ ଭାବରେ ନିଜ ନିଜର ପତି ବା ପତ୍ନୀ ସହିତ ଶୋଇବା କର୍ତ୍ତବ୍ୟ ଅଟେ । (ଦେଖ: rc://*/ta/man/translate/figs-euphemism )

likewise the wife to her husband

ଦେବା ଉଚିତ୍ "" ଏବଂ "" ଯୌନ ସମ୍ପର୍କଗତ ଅଧିକାର"" ଶବ୍ଦଗୁଡିକୁ ପୂର୍ବ ବାକ୍ୟାଂଶରୁ ବୁଝିହେଉଛି । ବିକଳ୍ପ ଅନୁବାଦ: ""ସେହିପରି ପତ୍ନୀ ନିଜର ପତିକୁ ତାହାର ଯୌନ ଅଧିକାର ଦେବା ଉଚିତ୍ ""(ଦେଖ: rc://*/ta/man/translate/figs-ellipsis )