or_tn_old/1co/07/02.md

1.0 KiB
Raw Permalink Blame History

But because

ସାମ୍ଭାବ୍ୟ ଅର୍ଥଗୁଡିକ ୧) କରିନ୍ଥୀୟମାନେ ଯାହା ଲେଖିଥିଲେ ପାଉଲ ତହିଁର ପ୍ରତ୍ୟୁତ୍ତର ପ୍ରଦାନ କରୁଛନ୍ତି । ବିକଳ୍ପ ଅନୁବାଦ: “ଏହା ସତ୍ୟ ଅଟେ, କିନ୍ତୁ ଯେହେତୁ"" ଓ ) ପାଉଲ ପ୍ରକୃତରେ ଯାହା ଭାବୁଛନ୍ତି ତାହା ସେ କହୁଛନ୍ତି ।

But because of temptations for many immoral acts, each

କିନ୍ତୁ ଯେହେତୁ ଶୟତାନ ଲୋକମାନଙ୍କୁ ଯୌନ ସମ୍ପର୍କଗତ ପାପ କରିବା ପାଇଁ ପ୍ରଲୋଭନ ଦେଖାଇଥାଏ, ବା ""କିନ୍ତୁ ଆମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ହେତୁ ଆମ୍ଭେମାନେ ଯୌନ ସମ୍ପର୍କଗତ ପାପ କରିବାକୁ ଇଛା କରିଥାଉ ।