or_tn_old/1co/06/19.md

1.4 KiB

Do you not know ... God? ... that you are not your own?

କରିନ୍ଥୀୟମାନେ ଯାହା ଜାଣିସାରିଛନ୍ତି ତାହା ଉପରେ ଗୁରୁତ୍ବ ଦେଇ ପାଉଲ ତାଙ୍କର ଶିକ୍ଷା ଦେଇ ଚାଲିଛନ୍ତି । ବିକଳ୍ପ ଅନୁବାଦ: ""ମୁଁ ତୁମ୍ଭମାନଙ୍କୁ ସ୍ମରଣ କରିଦେବାକୁ ଚାହୁଁଛି ... ତୁମ୍ଭେମାନେ ନିଜେ ନିଜର ନୁହଁ ।"" (ଦେଖ: rc://*/ta/man/translate/figs-rquestion )

your body

ପ୍ରତ୍ୟେକ ଖ୍ରୀଷ୍ଟିୟାନ ବ୍ୟକ୍ତିଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ ।

temple of the Holy Spirit

ଗୋଟିଏ ମନ୍ଦିର ସ୍ବର୍ଗୀୟ ବ୍ୟକ୍ତିମାନଙ୍କୁ ସମର୍ପିତ ହୋଇଥାଏ ଏବଂ ସେହି ସ୍ଥାନରେ ହିଁ ସେମାନେ ରୁହନ୍ତି । ସେହି ପ୍ରକାରେ, ପ୍ରତ୍ୟେକ କରିନ୍ଥୀୟ ବିଶ୍ବାସୀମାନଙ୍କ ଶରୀର ଏକ ମନ୍ଦିର ସ୍ବରୂପ ଅଟେ କାରଣ ପବିତ୍ର ଆତ୍ମା ସେମାନଙ୍କ ମଧ୍ୟରେ ଉପସ୍ଥିତ ରୁହନ୍ତି । (ଦେଖ: rc://*/ta/man/translate/figs-metaphor )