or_tn_old/1co/06/17.md

623 B

he who is joined to the Lord becomes one spirit with him

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ପ୍ରଭୁ ନିଜର ଆତ୍ମାକୁ କୌଣସି ବ୍ୟକ୍ତିର ଆତ୍ମା ସହିତ ସଂଯୁକ୍ତ କରନ୍ତି ସେତେବେଳେ ଏପରି ଲାଗେ ସତେ ଯେମିତି ସେମାନଙ୍କ ଆତ୍ମା ଏକ ଆତ୍ମା ହୋଇଯାଏ"" (ଦେଖ:rc://*/ta/man/translate/figs-activepassive)