or_tn_old/2co/01/15.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ କରିନ୍ଥୀୟ ମଣ୍ଡଳୀକୁ ଅତି କମ୍ ରେ ୩ ଟି ପତ୍ର ଲେଖିଥିଲେ I କରିନ୍ଥକୁ ଲେଖିଥିବା ମାତ୍ର ଟି ପତ୍ର ବାଇବଲରେ ଲିପିବଦ୍ଧ ହୋଇଅଛି I
# Connecting Statement:
ଆପଣାର ପ୍ରଥମ ପତ୍ର ପରେ କରିନ୍ଥ ମଣ୍ଡଳୀର ବିଶ୍ବାସୀମାନଙ୍କ ନିକଟକୁ ଆସି ଦେଖିବାପାଇଁ ପାଉଲ ଶୁଦ୍ଧ ଅଭିପ୍ରାୟ ସହ ଆପଣାର ଆନ୍ତରିକ ଆକାଂକ୍ଷାକୁ ବର୍ଣ୍ଣନା କରୁଛନ୍ତି I
# Because I was confident about this
“ଏହି” ଶବ୍ଦଟି କରିନ୍ଥୀୟମାନଙ୍କ ବିଷୟରେ ପାଉଲଙ୍କର ପୂର୍ବ କଥିତ ମନ୍ତବ୍ୟକୁ ବୁଝାଏ I
# you might receive the benefit of two visits
ତୁମ୍ଭମାନଙ୍କ ନିକଟକୁ ମୋର ଦ୍ବିତୀୟଥର ପରିଦର୍ଶନରେ ତୁମ୍ଭେମାନେ ଅନୁଗ୍ରହ ପାଇପାର