# General Information: ପାଉଲ କରିନ୍ଥୀୟ ମଣ୍ଡଳୀକୁ ଅତି କମ୍ ରେ ୩ ଟି ପତ୍ର ଲେଖିଥିଲେ I କରିନ୍ଥକୁ ଲେଖିଥିବା ମାତ୍ର ୨ ଟି ପତ୍ର ବାଇବଲରେ ଲିପିବଦ୍ଧ ହୋଇଅଛି I # Connecting Statement: ଆପଣାର ପ୍ରଥମ ପତ୍ର ପରେ କରିନ୍ଥ ମଣ୍ଡଳୀର ବିଶ୍ବାସୀମାନଙ୍କ ନିକଟକୁ ଆସି ଦେଖିବାପାଇଁ ପାଉଲ ଶୁଦ୍ଧ ଅଭିପ୍ରାୟ ସହ ଆପଣାର ଆନ୍ତରିକ ଆକାଂକ୍ଷାକୁ ବର୍ଣ୍ଣନା କରୁଛନ୍ତି I # Because I was confident about this “ଏହି” ଶବ୍ଦଟି କରିନ୍ଥୀୟମାନଙ୍କ ବିଷୟରେ ପାଉଲଙ୍କର ପୂର୍ବ କଥିତ ମନ୍ତବ୍ୟକୁ ବୁଝାଏ I # you might receive the benefit of two visits ତୁମ୍ଭମାନଙ୍କ ନିକଟକୁ ମୋର ଦ୍ବିତୀୟଥର ପରିଦର୍ଶନରେ ତୁମ୍ଭେମାନେ ଅନୁଗ୍ରହ ପାଇପାର