Door43-Catalog_or_tn/EPH/06/9.md

1.2 KiB

ସେହିପରି ଭାବେ ତୁମ୍ଭମାନଙ୍କ ଦାସମାନଙ୍କୁ ତର୍ଜ୍ଜନଗର୍ଜ୍ଜନ ନ କରି ସେମାନଙ୍କ ପାଇଁ କର

“ଖ୍ରୀଷ୍ଟ ସେମାନଙ୍କୁ ଯେପରି ବ୍ୟବହାର କରନ୍ତି ତର୍ଜ୍ଜନଗର୍ଜ୍ଜନ ନ କରି ତୁମ୍ଭମାନଙ୍କ ଦାସମାନଙ୍କୁ ସେପରି ବ୍ୟବହାର କର ”

ଜାଣନ୍ତି ଯେ ସେ ଯିଏକି ଉଭୟଙ୍କର ସେମାନଙ୍କର ଏବଂ ତୁମ୍ଭମାନଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି

“କାରଣ ତୁମ୍ଭେ ଜାଣ ଯେ ଖ୍ରୀଷ୍ଟ ଉଭୟ ଦାସମାନଙ୍କର ଏବଂ ସେମାନଙ୍କର କର୍ତ୍ତାମାନଙ୍କର ପ୍ରଭୁ ଅଟନ୍ତି ”

ପୁଣି ଯେ ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ

“ଏବଂ ତାହାଙ୍କର କୌଣସି ମୁଖାପେକ୍ଷା ନାହିଁ ”