Door43-Catalog_or_tn/1CO/11/01.md

975 B
Raw Blame History

ସ୍ମରଣ

ଏଠାରେ: “କଳ୍ପନା” କିମ୍ବା “ବିଚାର”

ବର୍ତ୍ତମାନ ମୋହର ଇଛା

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଏହି କାରଣରୁ, ମୁଁ ଇଛା କରେ” କିମ୍ବା ) “ତଥାପି, ମୁଁ ଇଛା କରେ”।

ପୁରୁଷ ଆପଣା ମସ୍ତକ ଅଚ୍ଛାଦନ କରି

“ଏବଂ ସେ ଆପଣା ମସ୍ତକ ଉପରେ ଲୁଗା ବା ଓଢ଼ଣା ପକାଇଥାଏ”

ସେ ଆପଣା ମସ୍ତକର ଅପମାନ କରେ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା ) “ଖ୍ରୀଷ୍ଟଙ୍କ ଉପରେ ଅପମାନ ଆଣେ, ଯେ ତାହାର ମସ୍ତକ ଅଟନ୍ତି।”