Door43-Catalog_or_tn/1CO/10/25.md

980 B

ବଜାରରେ

ଖାଦ୍ୟ ଦ୍ରବ୍ୟ କ୍ରୟ ବିକ୍ରୟ ନିମନ୍ତେ ଲୋକମାନଙ୍କ ମିଳନ ସ୍ଥଳ।

ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର

ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟକୁ ପ୍ରଭୁ ସୃଷ୍ଟି କରିଅଛନ୍ତି।

ବିବେକ ସକାଶେ କିଛି ନ ପଚାରି

କେଉଁଠାରୁ ଖାଦ୍ୟ ଆସିଅଛି ତାହା ବିବେକ ସକାଶେ କିଛି ନ ଜାଣିବା ଭଲ ଅଟେ, ପ୍ରତିମା ନିମନ୍ତେ ଉତ୍ସର୍ଗ କରାଯାଉଛି କି ନାହିଁ ତାହା ଗୁରୁତ୍ଵପୁର୍ଣ୍ଣ, ସମସ୍ତ ଖାଦ୍ୟ ପ୍ରଭୁଙ୍କ ଠାରୁ ଆସେ ତାହା ସ୍ଵୀକାର ଯୋଗ୍ୟ।