Door43-Catalog_or_tn/1CO/10/09.md

602 B

ବଚସା କର ନାହିଁ

“ବଚସା ବା ଅଭିଯୋଗ ବ୍ୟକ୍ତ କରିବା କିମ୍ବା ପ୍ରକାଶ କରିବା”

ଏବଂ ସଂହାରକ ଦ୍ଵାରା ବିନଷ୍ଟ ହେଲେ

ଏଠାରେ: “ଏକ ମୃତ୍ୟୁର ଦୂତ ସେମାନଙ୍କୁ ବିନଷ୍ଟ କଲା” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବିନଷ୍ଟ ହେଲେ

ଏଠାରେ: “ଶେଷ ହେଲେ” କିମ୍ବା “ବଦ୍ଧ କରାଗଲେ।”