Door43-Catalog_or_tn/1CO/09/12.md

1.5 KiB

ଯଦି ଅନ୍ୟମାନେ

ସୁସମାଚାର ଅନ୍ୟ ସେବକମାନେ।

ଏହି ଅଧିକାର

ଏହି ଅଧିକାର, ଯାହା ପାଉଲଙ୍କ ଜୀବିକା ନିର୍ବାହ ନିମନ୍ତେ ଜାଗତୀକ ବିଷୟ ଯୋଗାଇବା ପାଇଁ କରିନ୍ଥୀୟସ୍ଥ ବିଶ୍ଵାସୀମାନଙ୍କ ଠାରୁ ଆଶା କରିବାର ଅଧିକାରକୁ ପାଉଲ ଦର୍ଶାନ୍ତି ଯେହେତୁ ସେ ଜଣେ ଯେ ପ୍ରଥମେ ସେମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ।

ଆମ୍ଭେମାନେ କଅଣ ଆହୁରି ଅଧିକ ନହୁଁ?

“ଆମ୍ଭେମାନେ” ପାଉଲ ଓ ବର୍ଣ୍ଣବ୍‍ବାଙ୍କୁ ଦର୍ଶାଏ।ଏଠାରେ: “ଆମ୍ଭମାନଙ୍କର ଆହୁରି ଅଧିକ ଏହି ଅଧିକାର ଅଛି।” (ଦେଖନ୍ତୁ: ସୀମାବାହାରେ; ପ୍ରଭାବିତ ପ୍ରଶ୍ନ)

ବାଧା ଜନ୍ମାଇବା

“ବୋଝ ଦେବା” କିମ୍ବା “ସମ୍ପ୍ରସାରଣ ବନ୍ଦ କରିବା”

ସେମାନେ ସୁସମାଚାର ଦ୍ଵାରା ଜୀବିକା ନିର୍ବାହ କରିବେ

“ସୁସମାଚାର ପ୍ରଚାର ନିମନ୍ତେ ପ୍ରତିଦିନ ସାହାଯ୍ୟ ପାଇବେ”