Door43-Catalog_or_tn/1CO/09/03.md

2.3 KiB
Raw Blame History

ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କ ଅଧିକାର ନାହିଁ?

ଏଠାରେ: “ମଣ୍ଡଳୀଗୁଡିକରୁ ଭୋଜନ ଓ ପାନ ଗ୍ରହଣ କରିବାକୁ ଆମ୍ଭମାନଙ୍କ ସମ୍ପୂର୍ଣ ଅଧିକାର ଅଛି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆମ୍ଭେମାନେ

ପାଉଲ ଓ ବର୍ଣ୍ଣବ୍‍ବାଙ୍କୁ ଦର୍ଶାଏ (ଦେଖନ୍ତୁ: ସୀମା ବାହାରେ)।

ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫାଙ୍କ ପରି ବିଶ୍ଵାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କ ଅଧିକାର ନାହିଁ?

ଏଠାରେ: “ଯଦି ଆମ୍ଭମାନଙ୍କ ବିଶ୍ଵାସିନୀ ସ୍ତ୍ରୀ ଅଛି, ସେମାନଙ୍କୁ ଆମ୍ଭମାନଙ୍କ ସଙ୍ଗରେ ଘେନି ଭ୍ରମଣ କରିବାକୁ ଆମ୍ଭମାନଙ୍କର ଅଧିକାର ଅଛି ଯେପରି ପୂର୍ବରୁ ଏହି ବିଷୟ ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫା କରୁଥିଲେ।” (ଦେଖନ୍ତୁ: ପ୍ରଭାବିତ

କିମ୍ବା ଜୀବିକା ନିର୍ବାହର ପରିଶ୍ରମ କଅଣ କେବଳ ବର୍ଣ୍ଣବ୍‍ବା ଓ ମୁଁ କରିବୁ?

ଏଠାରେ: “ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ ବର୍ଣ୍ଣବ୍‍ବା ଓ ମୋହର ଅଧିକାର ଅଛି।” କିମ୍ବା “କିନ୍ତୁ ତୁମ୍ଭେମାନେ ଆଶା କର ଯେ ଧନ ଉପାର୍ଜନ କରିବା ନିମନ୍ତେ ବର୍ଣ୍ଣବ୍‍ବା ଓ ମୁଁ ପରିଶ୍ରମ କରିବୁ ବୋଲି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)